Life Without Medicene

Icon

 1. ସକାଳେ ଶିଘ୍ର ଉଠିବା ଏବଂ ରାତ୍ରରେ ଶିଘ୍ର ଶୋଇବା ଏକ ଔଷଧ।

2. "ଓଁ" ମନ୍ତ୍ର ଜପ କରିବା କିମ୍ବା ପରମେଶ୍ୱରଙ୍କ ନାମ ନିରବିଚ୍ଛିନ୍ନ ବା ନିରନ୍ତର ଉଚ୍ଚାରଣ କରିବା ମଧ୍ୟ ଏକ ଔଷଧ।

3. ନିୟମିତ ଯୋଗ, ପ୍ରାଣାୟାମ ଏବଂ ବ୍ୟାୟାମ  ଏକ ଔଷଧ (ଖାଲି ପେଟରେ)।

4. ନିୟମିତ ସକାଳ-ସନ୍ଧ୍ୟା ଅଧ ଘଣ୍ଟାଏ ବା ୪୫ ମିନିଟ୍ ଚାଲିବା ଏକ ଭଲ ଔଷଧ।

5. ସପ୍ତାହର ଥରେ ଉପବାସ ରହିବା ସମସ୍ତ ରୋଗର ଏକ ମାତ୍ର ଔଷଧ ।

6. ସକାଳ ସମୟରେ ସୂର୍ଯ୍ୟର ଆଲୋକ ସେବନ ଏକ ଔଷଧ ।

7. ମାଟି ପାତ୍ରରେ ପାଣି ପିଇବା ବି ଏକ ଔଷଧ ।

8. ତାଳି ବଜାଇ ହାସ୍ୟରୋଳ କରିବା ଓ କରାଇବା ମଧ୍ୟ ଏକ ଔଷଧ ।

9. ଭଲରୁପେ ଚୋବାଇ ଖାଇବା  ବି ଔଷଧ ।

10. ଖାଦ୍ୟ ଭଳି ଧୀରେ ଧୀରେ ପାଣି ପିଇବା  ଏକ ଔଷଧ ।

11. ଭୋଜନ ଗ୍ରହଣ ପରେ ବଜ୍ରାସନରେ ବସିବା ମଧ୍ୟ ଏକ ଔଷଧ ।

12. ସବୁବେଳେ ଖୁସି ରହିବାର ନିଷ୍ପତ୍ତି  ଏକ ପ୍ରକାର ଔଷଧ ।

13. କେବେ କେବେ ମୌନ ରହିବା  ଏକ ଔଷଧ ଅଟେ ।

14. ହସିବା ଏବଂ ଥଟ୍ଟା ମଜା କରିବା ଏକ ଔଷଧ ଅଟେ ।

15. ଅଳ୍ପ୍ରେ ସନ୍ତୋଷ ଏକ ଔଷଧ ଅଟେ ।

16. ମନ ଏବଂ ଶରୀରର ଶାନ୍ତି ଏକ ଔଷଧ ଅଟେ ।

17. ସତ୍ୟବାଦୀ ଏବଂ ସକାରାତ୍ମକ ଭାବନା ଏକ ଏକ ଔଷଧ ଅଟେ ।

18. ଅନ୍ୟ ପ୍ରତି ନିଃସ୍ବାର୍ଥ ପ୍ରେମ ବା ଭାବନା ରଖିବା ଏକ ଔଷଧ ଅଟେ ।

19. ସମସ୍ତଙ୍କ ଭଲ ପାଇଁ ଚିନ୍ତା କରିବା ଏକ ଔଷଧ।

20. ଏମିତି କିଛି କରିବା ଯାହାର ଫଳରେ ଅନ୍ୟମାନଙ୍କର ଆର୍ଶିବାଦ  ମିଳିବ, ଏହା ମଧ୍ୟ ଏକ ଔଷଧ ଅଟେ । 

21. ସମସ୍ତଙ୍କ ସହ ମିଳିମିଶି ରହିବା ଏକ ଔଷଧ ଅଟେ ।

22. ପରିବାରର ସମସ୍ତ ସଦସ୍ୟଙ୍କ ସହ ଏକାସଙ୍ଗେ ମିଶି ଖାଇବା ଏକ ଔଷଧ ଅଟେ ।

23. ଆପଣଙ୍କ ସତ୍ୟ ଉପସ୍ଥାପନା ଏବଂ ଉତ୍ତମ ମିତ୍ରମାନେ ମଧ୍ୟ ନିଃଶୁଳ୍କ ମେଡିକାଲ ଷ୍ଟୋର ଅଟନ୍ତି ।

24. ମଜାରେ ରହନ୍ତୁ, ବ୍ୟସ୍ତ ରହନ୍ତୁ, ସ୍ୱାସ୍ଥ୍ୟବାନ୍ ରହନ୍ତୁ, ଏହା ଏକ ଔଷଧ ଅଟେ ।

25. ପ୍ରତ୍ୟେକ ନୂଆ ଦିନର ଉପଭୋଗ କରିବା ସହ ଏଥିପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା ଏକ ଔଷଧ ଅଟେ ।

26. ନିଜର ବ୍ୟସ୍ତ ବହୁଳ ଜୀବନ ମଧ୍ୟରୁ ଅନ୍ୟ ମାନଙ୍କ ସହ ମିଶିବା ନିମନ୍ତେ କିଛି ସମୟ ବାହାର କରିବା ମଧ୍ୟ ଏକ ଔଷଧ ଅଟେ |

27. ନିୟମିତ ସନ୍ତୁଳିତ ଆହାର ସଠିକ୍ ସମୟରେ ଗ୍ରହଣ ଶ୍ରେଷ୍ଠ ଔଷଧ ଅଟେ ।28.  ପ୍ରକୃତିର "ମହାନତା" ବୁଝିବା ମଧ୍ୟ ଔଷଧ।

Sarat Rout

I deeply appreciate nature, seeing it as a reflection of the divine. I believe that God resides in the beauty of the world and in the efforts. I put forth, deepening my spiritual connection to the environment. I view knowledge as a powerful tool, one that opens doors to potential and inspires positive change. My dedication to serving all living beings stems from a compassionate worldview, where every creature deserves kindness and respect. This perspective transcends traditional boundaries, embodying a philosophy of stewardship and empathy. I am motivated by a desire to make a meaningful impact through my actions and understanding. My beliefs guide me to foster a more harmonious existence for all, nurturing a world where we can thrive together. Take care of plants, instead of plucking flowers for any purpose, it is good to take care of them.

Post a Comment

Previous Post Next Post
Right click is disabled for this website.